ଭୟଙ୍କର ପରମାଣୁ ଲିକ୍? ଧ୍ୱଂସ ହୋଇଯିବ ପାକିସ୍ତାନ! ଇସଲାମବାଦ,୧୫।୫: ପାକିସ୍ତାନର ସରଗୋଧା ଅଞ୍ଚଳରେ ଅବସ୍ଥିତ କିରାନା ହିଲ୍ସରେ ଥିବା ପରମାଣୁ ଅସ୍ତ୍ର ଠିକଣାରେ ଉପରେ ଭାରତ ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି ବୋଲି ପୂର୍ବତନ ଭାରତୀୟ ବାୟୁସେନା (ଆଇଏଫ) ପାଇଲଟ ଗ୍ରୁପ କ୍ୟାପଟେନ ଏମ୍ଜେ ଅଗଷ୍ଟିନ ଭିନୋଦ...