ଉତ୍ତରାଧିକାରୀ ଘୋଷଣା କଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ, କାହାକୁ ହସ୍ତାନ୍ତର କଲେ? ଜାଣନ୍ତୁ… କୋଙ୍ଗୟାଙ୍ଗ,୧୨।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ଝିଅ କିମ ଜୁ ଏଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଛନ୍ତି। ଦକ୍ଷିଣ କୋରିଆର ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ (NIS) ଗୁରୁବାର ସଂସଦର ସଦସ୍ୟମାନଙ୍କୁ ଏକ ରୁଦ୍ଧଦ୍ୱାର ବ୍ରିଫିଂରେ ଏହି…