ଯୁଦ୍ଧ ମଧ୍ୟରେ ହମାସକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଉତ୍ତର କୋରିଆ ପୋଙ୍ଗୟାଙ୍ଗ,୨୦।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧ ମଧ୍ୟରେ ଦାବି ହେଉଛି ଯେ, ହମାସ ଯୋଦ୍ଧାମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ। ଇସ୍ରାଏଲ ଦ୍ୱାରା ଜବତ ହୋଇଥିବା ହମାସ ଭିଡିଓ ଏବଂ ଅସ୍ତ୍ରଶସ୍ତ୍ରରୁ ଜଣାପଡିଛି…