କରୋନା ପରେ ଚାଇନାରେ କୋକୁଆ ଭୟ ସୃଷ୍ଟି କଲାଣି ନୋରୋଭାଇରସ, ୧୦୩ ଶିଶୁ ଆକ୍ରାନ୍ତ, ଜାଣନ୍ତୁ ଏହାର ଲକ୍ଷଣ, କେମିତି ଦୂରେଇ ରହିବେ… ବେଜିଂ,୧୮।୧: କରୋନାଭାଇରସ ପରେ, ଚାଇନାର ଆଉ ଏକ ଭାଇରସ ଆସିଛି। ଦକ୍ଷିଣ ଚାଇନାର ଗ୍ବାଙ୍ଗଡୋଙ୍ଗ ପ୍ରଦେଶର ଫୋସାନ ସିଟିର ଏକ ସିନିୟର ହାଇସ୍କୁଲରେ ୧୦୩ ଜଣ ଛାତ୍ର ନୋରୋଭାଇରସ ପାଇଁ ପଜିଟିଭ ପରୀକ୍ଷା କରିଛନ୍ତି। ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀମାନେ ଶନିବାର...