ତିରୁପତି ମନ୍ଦିରରୁ ହଟିଲେ ୪ ଅଣହିନ୍ଦୁ କର୍ମଚାରୀ, ପଛରେ ରହିଛି ଏହି କାରଣ…
ଅମରାବତୀ,୧୯ା୭: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନମ (TTD) ମନ୍ଦିର ଅନ୍ୟ ଧର୍ମ ପାଳନ କରୁଥିବା ଅଭିଯୋଗରେ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏହି କର୍ମଚାରୀମାନଙ୍କ ମଧ୍ୟରେ ଜଣେ ଡେପୁଟି ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର, ଜଣେ ଷ୍ଟାଫ ନର୍ସ, ଜଣେ ଫାର୍ମାସିଷ୍ଟ...


