‘ଦୋଷର ସ୍ପଷ୍ଟିକରଣ ନ ଦେଲେ, ରଦ୍ଦ ହେବ ପ୍ରାର୍ଥୀପତ୍ର’, ବିହାର ନିର୍ବାଚନ ମଧ୍ୟରେ ସୁପିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟ ନାମାଙ୍କନ ପତ୍ରରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟକୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି ଯେ ନାମାଙ୍କନ ଫର୍ମରେ ପୂର୍ବ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟ ପ୍ରକାଶ ନ କରିବା…