ଅର୍ଥଶାସ୍ତ୍ରରେ ୩ଜଣଙ୍କୁ ନୋବେଲ
ଷ୍ଟକହୋମ,୧୩।୧୦: ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୨୫ ସ୍ବେରିଜେସ ରିକ୍ସବ୍ୟାଙ୍କ ପୁରସ୍କାର କିମ୍ବା ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରିଛି। ଏହି ବର୍ଷ, ଜୋଏଲ ମୋର୍କି, ଫିଲିପ ଆଗିଅନ ଏବଂ ପିଟର୍ ହାୱିଟଙ୍କୁ…
Nobel Peace Prize 2025: କାହିଁକି ଟ୍ରମ୍ପଙ୍କୁ ମିଳିଲା ନାହିଁ ନୋବେଲ ଶାନ୍ତି ପୁରସ୍କାର, ଜଣାପଡିଲା ଅସଲ କାରଣ
ଷ୍ଟକହୋମ,୧୦।୧୦: ଚଳିତ ବର୍ଷ, ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଲୋଚନା ସମ୍ପୂର୍ଣ୍ଣ ଭାବରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାରିପାଖରେ ଘୂରି ବୁଲୁଛି, ହେଲେ ସେ ନିରାଶ ହୋଇଛନ୍ତି। ଟ୍ରମ୍ପ ନିଜକୁ ଏହି ପୁରସ୍କାର ପାଇଁ ଉପଯୁକ୍ତ ପ୍ରାର୍ଥୀ ଭାବରେ…
ନୋବେଲ ପୁରସ୍କାର 2025: ରସାୟନ ବିଜ୍ଞାନ ପାଇଁ ତିନି ବୈଜ୍ଞାନିକ ସମ୍ମାନିତ
ଷ୍ଟକହୋମ୍,୮।୧୦: ଜାପାନର କ୍ୟୋଟୋ ବିଶ୍ୱବିଦ୍ୟାଳୟର ସୁସୁମୁ କିଟାଗାୱା, ଅଷ୍ଟ୍ରେଲିଆର ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟର ରିଚାର୍ଡ ରବସନ ଏବଂ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେର ଓମାର ଏମ. ୟାଘିଙ୍କୁ 2025 ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ମିଳିଛି। ଏମାନେ ମେଟାଲ-ଅର୍ଗାନିକ ଫ୍ରେମୱାର୍କ (MOF) ନାମକ…

