Tag Archives: Nobel Prize

Nobel Prize: ନିଜର ଆଓ୍ବାର୍ଡ ଟ୍ରମ୍ପଙ୍କୁ ଦେଇ ଦେଲେ ଜଣେ ନୋବେଲ ପୁରସ୍କାର ବିଜେତା, ଏହା କ’ଣ ପ୍ରକୃତରେ ସମ୍ଭବ? ଜାଣନ୍ତୁ କ’ଣ କହୁଛି ନିୟମ

ଓ୍ବାଶିଂଟନ,୧୬।୧: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ। ମାଚାଡୋ ପୂର୍ବଦିନ ହ୍ବାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ମାଚାଡୋ ତାଙ୍କର…

‘ଆଇରନ ଲେଡି’ ମାରିୟା କୋରିନାଙ୍କୁ ମିଳିଲା ଶାନ୍ତି ପାଇଁ ନୋବେଲ ପୁରସ୍କାର, ଏବେ ଭାଇରାଲ ହେଉଛି ଟ୍ରମ୍ପଙ୍କ ପୋଷ୍ଟ

ଷ୍ଟକହୋମ,୧୦।୧୦: ନରୱେଜିଆନ ନୋବେଲ କମିଟି ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛି। ମାଚାଡୋ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ପୁରୁଣା ବୟାନ ଭାଇରାଲ ହେଉଛି। ଜାନୁଆରୀ ୨୦୨୫ରେ ଟ୍ରମ୍ପ ଭେନେଜୁଏଲାର…

ଏମିତି ଭାବେ ପୁରସ୍କାର ମାଗୁଛନ୍ତି ଟ୍ରମ୍ପ! ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ମୁଁ…

ଓ୍ବାଶିଂଟନ,୧୦।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ଚାହୁଁଛନ୍ତି। ସେ ଏହା ଅନେକ ଥର ସ୍ବୀକାର କରିଛନ୍ତି। ଗୁରୁବାର ସେ ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି। ଏହି ସମୟରେ,…

ହଙ୍ଗେରୀୟ ଲେଖକ ଲାସଲୋ କ୍ରାସ୍ନାହୋରକାଇ ସାହିତ୍ୟ ପାଇଁ ପାଇବେ ନୋବେଲ ପୁରସ୍କାର

ଷ୍ଟକହୋମ,୯।୧୦: ଗୁରୁବାର (ଅକ୍ଟୋବର ୯, ୨୦୨୫) ରେ ସ୍ବିଡିସ ଏକାଡେମୀ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା କରିଛି। ଅପରାହ୍ନ ୪ଟା ୩୦ରେ ପୁରସ୍କାର ଘୋଷଣା କରାଯାଇଛି। ଏହି ବର୍ଷ ହଙ୍ଗେରୀର ଲାସଲୋ କ୍ରାସ୍ନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଏହି…

ଡାରନ୍ ଆସେମୋଗ୍ଲୁ, ସାଇମନ୍ ଜନସନ, ଜେମ୍ସ ଏ. ରବିନସନଙ୍କୁ ଅର୍ଥନୀତିରେ ମିଳିଲା ନୋବେଲ

ନୂଆଦିଲ୍ଲୀ,୧୪ା୧୦: ଆମେରିକାର କେମ୍ବ୍ରିଜରେ ଥିବା ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ର ଡାରନ୍ ଆସେମୋଗ୍ଲୋ ଏବଂ ସାଇମନ୍ ଜନସନ ଏବଂ ଆମେରିକାର ଚିକାଗୋ ୟୁନିଭରସିଟିର ଜେମ୍ସ ଏ. ରବିନ୍ସନ୍ ଙ୍କୁ ୨୦୨୪ ପାଇଁ ନୋବେଲ ମିଳିବ। ଏକ ଦେଶର ସମୃଦ୍ଧତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri