କିଏ ସେହି ଭେନେଜୁଏଲାର ‘ଆଇରନ ଲେଡି’ ମାରିଆ କୋରିନା, ଯାହାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର ନୂଆଦିଲ୍ଲୀ,୧୦।୧୦: ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ମର୍ଯ୍ୟାଦାଜନକ ସମ୍ମାନ ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯାଇଛି। ଶାନ୍ତି ପ୍ରତିଷ୍ଠା, ଗଣତନ୍ତ୍ରର ସୁରକ୍ଷା ଏବଂ ବିଶ୍ୱ ଦ୍ୱନ୍ଦ୍ୱ ହ୍ରାସ କରିବାରେ ତାଙ୍କର...