ଆଜି ହେବନାହିଁ ଅନଲାଇନ ଡେଲିଭରି! ଧର୍ମଘଟକୁ ଓହ୍ଲାଇବେ ଗିଗ୍ କର୍ମଚାରୀ, ଜାଣନ୍ତୁ ଏହାର କାରଣ ନୂଆଦିଲ୍ଲୀ,୩।୨: ଅନଲାଇନ ଡେଲିଭରି ଆପ୍ସ ଏବଂ ଡିଜିଟାଲ ପ୍ଲାଟଫର୍ମ ସହିତ ଜଡିତ ଗିଗ କର୍ମଚାରୀମାନେ ସେମାନଙ୍କର ସମସ୍ୟାର ପ୍ରତିବାଦରେ ଫେବୃଆରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଏବଂ କାର୍ଯ୍ୟ ବନ୍ଦ ଘୋଷଣା କରିଛନ୍ତି। ଗିଗ କର୍ମଚାରୀମାନେ କହିଛନ୍ତି ଯେ ସେମାନେ ପର୍ଯ୍ୟାପ୍ତ ମଜୁରୀ…