ନୀତୀଶଙ୍କ ବଡ଼ ଘୋଷଣା, ୧କୋଟି ଯୁବକଙ୍କୁ ମିଳିବ ଚାକିରି ସହ ରୋଜଗାର ପାଟନା,୨୫।୧୧: ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ସରକାରଙ୍କ ଏଜେଣ୍ଡା ଏବଂ ପ୍ରାଥମିକତାକୁ ନେଇ ଆକ୍ସନ ମୋଡରେରେ ଅଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ନୂତନ ସରକାରଙ୍କ ପ୍ରାଥମିକ...