ହାଇଓ୍ବା ଧକ୍କାରେ ଚାଲିଗଲା ଏନ୍ଆଇଟି ଛାତ୍ରଙ୍କ ଜୀବନ, ଛାତ୍ରୀ ଗୁରୁତର ବଣାଇଁ,୨୮ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ସମରଦରି ଛକ ନିକଟରେ ହାଇଓ୍ବା ଧକ୍କାରେ ରାଉରକେଲାର ଏନ୍ଆଇଟି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମୃତ ଛାତ୍ର ଜଣକ…