ଜଗନ୍ନାଥଙ୍କ ପରେ ଜେଲ ଯାଇପାରନ୍ତି ଭାଜପା ବିଧାୟକ! ଆପତ୍ତିଜନକ ମନ୍ତବ୍ୟ ପାଇଁ ରୁଜୁ ହେଲା ମାମଲା ଭୁବନେଶ୍ୱର,୪।୭: ବାଲେଶ୍ୱର ନୀଳଗିରି ବିଧାନସଭା ଆସନର ୩ ମତଦାତା ନୀଳଗିରି ଥାନାରେ ସ୍ଥାନୀୟ ଭାଜପା ବିଧାୟକ ଶନ୍ତୋଷ ଖଟୁଆ ବିରୋଧରେ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ବିଧାୟକ ବିଜେଡି ନେତ୍ରୀ ଡାକ୍ତର ଲେଖାଶ୍ରୀ ସାମନ୍ତସିଂହାର ବିରୋଧରେ...