ହୃଦ୍ଘାତରେ ଚାଲିଗଲା ଜଣାଶୁଣା ସୂଚନା ଅଧିକାରୀ କର୍ମୀ ନୀଳମଣିଙ୍କ ଜୀବନ
ବଲାଙ୍ଗୀର,୧୭ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗୀର ଜିଲା ଆବାହକ ନୀଳମଣି ଯୋଷୀ (୬୨)ଙ୍କ ଶୁକ୍ରବାର ସନ୍ଧ୍ୟାରେ ହୃଦ୍ଘାତରେ ପରଲୋକ ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ତାଙ୍କର ହୃଦ୍ ଚିକିତ୍ସା…

