ଟ୍ରମ୍ପ ହେବେ ନୂଆ ପୋପ? ନିଜେ ଫଟୋ ପୋଷ୍ଟ କଲେ ଆମେରିକା ରାଷ୍ଟ୍ରପତି, ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଓ୍ବାଶିଂଟନ,୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଫଟୋ ହଠାତ ଭାଇରାଲ ହୋଇଛି, ଯେଉଁଥିରେ ସେ ପୋପଙ୍କ ପୋଷାକ ପିନ୍ଧିଥିବା ଏବଂ ଜଣେ ପ୍ରକୃତ ପୋପଙ୍କ ମୁଦ୍ରାରେ ଏକ ଚେୟାରରେ ବସିଥିବାର ଦେଖାଯାଉଛି। ହ୍ବାଇଟ ହାଉସ ଟ୍ରମ୍ପଙ୍କ ଏହି ଆଶ୍ଚର୍ଯ୍ୟଜନକ...