ବିବାହକୁ ହୋଇଥିଲା ୨ ଦିନ, ଦେଶ ସେବା ପାଇଁ ବାହାରିଲେ ସ୍ବାମୀ, ଲୁହ ଛଳଛଳ ଆଖିରେ ବିଦାୟ ଦେଇ ସ୍ତ୍ରୀ କହିଲେ… ମୁମ୍ବାଇ,୧୦ା୫: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜଣେ ସୈନିକ ବିବାହର ମାତ୍ର ଦୁଇଦିନ ପରେ ଦେଶ ମାତୃକାର ସେବା କରିବା ପାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନୂଆ ବାହାଘର ଘରେ ନବବଧୂଙ୍କୁ ଛାଡ଼ି ଆସିବା କେତେ କଷ୍ଟ ତାହା ଅନୁଭବୀ ହିଁ…