ବାତ୍ୟା ‘ମୋନ୍ଥା’ରେ କୋରାପୁଟରେ ଜନ୍ମନେଲେ ୧୩୬ ଶିଶୁ, ସେଥିମଧ୍ୟରୁ… କୋରାପୁଟ,୨୯ା୧୦(ଅମିତାଭ ବେହେରା): ବାତ୍ୟା ମୋନ୍ଥା ବେଳେ କୋରାପୁଟ ଜିଲାରେ ମୋଟ୍ ୧୩୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ସେଥିମଧ୍ୟରୁ ୬୭ ଜଣ ପୁଅ ଓ ୬୯ ଜଣ ଝିଅ ରହିଥିବା ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ...