କରୋନାକୁ ନେଇ ଚମକାଇବା ଭଳି କଥା କହିଲେ ବିଶେଷଜ୍ଞ, ଜାଣନ୍ତୁ ନୂଆ ଭାରିଏଣ୍ଟର ପ୍ରକୋପ କେତେ
ନୂଆଦିଲ୍ଲୀ,୨୩।୫: ଭାରତରେ ପୁଣି ଥରେ କୋଭିଡ-୧୯ର JN.1 ପ୍ରକାରର ମାମଲା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ, ବିଶେଷକରି ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, କେରଳ ଏବଂ ତାମିଲନାଡୁରେ କୋଭିଡ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ମତରେ, ଏହା...


