କ୍ଷମତାକୁ ଆସିବା ପରେ ଏତିକି ଯୋଜନା ଆରମ୍ଭ କଲେଣି ମୋହନ ସରକାର, ବିଧାନସଭାରେ ଦେଲେ ସୂଚନା ଭୁବନେଶ୍ୱର,୨୦।୨: ରାଜ୍ୟରେ ପୂର୍ବ ବିଜେଡି ସରକାର ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକୁ ବନ୍ଦ ନକରି ଓଡ଼ିଶା ସରକାର ନଅଟି ନୂତନ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ଏହା କହିଛନ୍ତି। ଘସିପୁରା ବିଧାୟକ ବଦ୍ରି...