ଏଣିକି ବିଳମ୍ବରେ ଫୋନ୍କୁ ଆସିବ OTP, ଡିସେମ୍ବର ପହିଲାରୁ ‘ଅପେକ୍ଷାର ଫଳ ମିଠା’ ଭଳି ହେବ ସ୍ଥିତି… ନୂଆଦିଲ୍ଲୀ,୩୦।୧୧: ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍ଲାଇନ୍ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍ ବ୍ୟବହାରକାରୀଙ୍କ ଉପରେ ପଡ଼ିବ। ଅର୍ଥାତ ଆପଣଙ୍କୁ ନିଜ ଫୋନ୍ରେ ମେସେଜ୍ ଏବଂ ଓ୍ବାନ୍ ଟାଇମ୍ ପାସଓ୍ବାର୍ଡ(ଓଟିପି)…