୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି: ରାଜ୍ୟପାଳ ଭୁବନେଶ୍ୱର,୨୨।୭: ସୋମବାର ଆରମ୍ଭହ ହୋଇଥିବା ବିଧାନସଭା ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ଗୃହରେ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଯୁବବର୍ଗଙ୍କୁ ନିଯୁକ୍ତି ସହିତ କୃଷି, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେବା ନେଇ କହିଛନ୍ତି। ଆସନ୍ତା ୨୦୨୯ ସୁଦ୍ଧା...