ଏବେ ହେବନି ବିମାନ ଦୁର୍ଘଟଣା? ଇଞ୍ଜିନିୟର୍ସ ଆଣିଲେ ନୂଆ କନସେପ୍ଟ, ୨ ସେକେଣ୍ଡରୁ କମ୍ ସମୟରେ ବଞ୍ଚିଯିବ ଜୀବନ ନୂଆଦିଲ୍ଲୀ,୧୩।୯: କିଛି ମାସ ପୂର୍ବରୁ, ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣାରୁ ଶିକ୍ଷା ଗ୍ରହଣ କରି, ଇଞ୍ଜିନିୟରମାନେ ଏକ କନସେପ୍ଟ ପ୍ରସ୍ତୁତ କରିଛନ୍ତି ଯାହା ନିଶ୍ଚିତ କରିବ ଯେ କୌଣସି ବିମାନ କେବେ…