ଚମକାଇ ଦେଲା ୫୩ ବର୍ଷିୟ ନ୍ୟୁରୋସର୍ଜନଙ୍କ ଅସମୟ ମୃତ୍ୟୁ, ୩ ଦିନ ପୂର୍ବରୁ କରିଥିଲେ ECG, ନର୍ମାଲ ରିପୋର୍ଟ ପରେ ହାର୍ଟ ଆଟାକରେ ହେଲା… ନାଗପୁର,୧।୧: ନାଗପୁରର ଜଣେ ପ୍ରସିଦ୍ଧ ନ୍ୟୁରୋସର୍ଜନ ଡକ୍ଟର ଚନ୍ଦ୍ରଶେଖର ପାଖମୋଡେ ଡିସେମ୍ବର ୩୧ ତାରିଖ ସକାଳେ ୫୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଏହି ଖବରଟି ଆଶ୍ଚର୍ଯ୍ୟଜନକ କାରଣ ତାଙ୍କର କିଛି ଦିନ ପୂର୍ବରୁ ଏକ ଇସିଜି କରାଯାଇଥିଲା।...