ନେପାଳରେ ସଂସଦୀୟ ନିର୍ବାଚନର ତାରିଖ ଚୂଡ଼ାନ୍ତ, ରାଜନୈତିକ ଦଳ କହିଲେ ସଂସଦ ଭଙ୍ଗ ‘ଅସାମ୍ବିଧାନିକ’ କାଠମାଣ୍ଡୁ,୧୩।୯: ନେପାଳରେ ସଂସଦୀୟ ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ତାଙ୍କ କାର୍ଯ୍ୟାଳୟରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆସନ୍ତା ବର୍ଷ ୫ ମାର୍ଚ୍ଚ, ୨୦୨୬ରେ ଦେଶରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ରାଷ୍ଟ୍ରପତି...