ଶେଷରେ ହାର ମାନିଲେ ସରକାର, ସୋସିଆଲ ମିଡିଆରୁ ହଟାଇଲେ ପ୍ରତିବନ୍ଧକ, ମନ୍ତ୍ରୀ କହିଲେ ‘ପଶ୍ଚାତାପ କରୁନୁ’ କାଠମାଣ୍ଡୁ,୯।୯: ନେପାଳ ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପୃଥ୍ବୀ ସୁବା ଗୁରୁଙ୍ଗ କହିଛନ୍ତି ଯେ ସୋମବାର (୮ ସେପ୍ଟେମ୍ବର ୨୦୨୫) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସୋସିଆଲ ମିଡିଆ ଉପରୁ...