ନେପାଳରେ ଓଲଟିଲା ଭାରତୀୟଙ୍କୁ ନେଇ ଯାଉଥିବା ବସ୍, ୭… କାଠମାଣ୍ଡୁ,୧୫।୩; ନେପାଳରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଘାଟିରେ ଓଲଟି ପଡିଛି । ମଧ୍ୟ ନେପାଳରେ ଘଟିଛି ଏହି ଦୁର୍ଘଟଣା । ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ସାତ…