ମହିଳାଙ୍କୁ ମହଙ୍ଗା ପଡ଼ିଲା ଅଶ୍ଳୀଳ ମୁଭିରେ କାମ ନ କରିବା, ଭାଙ୍ଗିଲା ଦାନ୍ତ ହାତ, ୬ ମାସ ଯୌନ ଶୋଷଣର ଶିକାର, NCW ନେଲା ଆକ୍ସନ ନୂଆଦିଲ୍ଲୀ,୧୧।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଜଣେ ମହିଳାଙ୍କ ସହିତ ଘଟିଥିବା ହୃଦୟ ବିଦାରକ ଘଟଣାର ସ୍ବତଃ ତଦନ୍ତ କରିଛି ଜାତୀୟ ମହିଳା କମିଶନ (NCW)। ମହିଳାଙ୍କୁ ମାସ ମାସ ଧରି ବନ୍ଧକ ରଖାଯାଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ପୀଡିତାଙ୍କୁ...