NCTE ନେଲା ବଡ଼ ନିଷ୍ପତ୍ତି: ପୁଣି ଆରମ୍ଭ ହେବ ଏକ ବର୍ଷିଆ B.Ed, M.Ed ପାଠ୍ୟକ୍ରମ ନୂଆଦିଲ୍ଲୀ,୧୦।୨: ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଏହାର ନୀତିରେ ଏକ ବଡ଼ ପରିବର୍ତ୍ତନ କରି ଏକ ବର୍ଷିଆ ବି.ଏଡ୍ ଏବଂ ଏମ.ଏଡ୍ ପାଠ୍ୟକ୍ରମକୁ ପୁନଃଆରମ୍ଭ କରିବାକୁ ଯାଉଛି। ଏହି ଅବଧି ଦୁଇ...