ଛତିଶଗଡ଼ରେ ବଡ଼ ଅପରେସନ: ୧୦ ନକ୍ସଲ, ସମେତ ବରିଷ୍ଠ ନେତା ମନୋଜ ନିହତ ଛତିଶଗଡ଼,୧୧ା୯: ଛତିଶଗଡ଼ର ଗରିୟାବନ୍ଦ ଜିଲାରେ ଏକ ବଡ଼ ଅପରେସନରେ ସୁରକ୍ଷା ବାହିନୀ ୧୦ ଜଣ ନକ୍ସଲ ସମେତ ବରିଷ୍ଠ ନେତା ମନୋଜ ଓରଫ ମୋଡେମ ବାଲକ୍ରିଷ୍ଣଙ୍କୁ ନିହତ କରିଛି। ମନୋଜଙ୍କ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ମୈନପୁର ଜଙ୍ଗଲ…