ମୁମ୍ବାଇରେ ହାଇ ଆଲର୍ଟ, ନୌସେନା ଯବାନଙ୍କ ରାଇଫଲ ନେଇ ଫେରାର ହୋଇଗଲେ ଅଜଣା ବ୍ୟକ୍ତି ମୁମ୍ବାଇ,୯।୯: ମୁମ୍ବାଇର କୋଲାବାରେ, ଜଣେ ଅଜଣା ବ୍ୟକ୍ତି ନୌସେନା ଯବାନଙ୍କ ରାଇଫଲ ଏବଂ କାର୍ଟ୍ରିଜ ନେଇ ପଳାଇଯାଇଥିବା ସୂଚନା ମିଳିଛି। ଏହି ଘଟଣା ଶନିବାର, ସେପ୍ଟେମ୍ବର ୬ ବିଳମ୍ବିତ ରାତିରେ ନୌସେନା ନଗରରେ ଘଟିଥିଲା। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ…