ମୁହଁ ଖୋଲିଲେ ପ୍ରଫୁଲ୍ଲ, ବିଜେଡି ପରିଚାଳନାକୁ ନେଇ ସିଧା ଟାର୍ଗେଟ୍ କରି କହିଲେ ଆଗକୁ ଦଳ ଯଦି…
ଭୁବନେଶ୍ୱର,୧୧ା୯: ଦିନକୁ ଦିନ ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ସେମାନଙ୍କ ରୋଷ ଝାଡୁଛନ୍ତି। ପୂର୍ବରୁ ଦେବାଶିଷ, ରଣେନ୍ଦ୍ର, ଅରୁଣ, ଭୂପିନ୍ଦରଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ…
ନବୀନ ନିବାସରେ ପହଞ୍ଚିଲା ବାଲେଶ୍ୱର ବିଜେଡି କଳି, ମେଳିରେ ସାମିଲ ହୋଇଛନ୍ତି…
ଭୁବନେଶ୍ୱର,୧୦ା୯: ବାଲେଶ୍ୱରରେ ତୁଟିଲାନି କଳି। ଶେଷରେ ନବୀନ ନିବାସରେ ପହଞ୍ଚିଛି ବାଲେଶ୍ୱର ବିଜେଡି କଳି। ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନାଙ୍କୁ ଜିଲା ସଭାପତି କରିବା ଦାବି ନେଇ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ନବୀନ ନିବାସ ଆସିଛନ୍ତି।…
‘ଧୃତରାଷ୍ଟ୍ର’ଙ୍କ ଉଦାହାରଣ ଦେଇ କଡ଼ା ଆକ୍ଷେପ କଲେ ଶ୍ରୀମୟୀ ମିଶ୍ର, କହିଲେ ଅଯୋଗ୍ୟ ରାଜାଙ୍କୁ କେବେ…
ଭୁବନେଶ୍ୱର,୮ା୯: ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀ ମିଶ୍ର କାହା ନାଁ ନ ନେଇ କଡ଼ା ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ…
ପାଣ୍ଡିଆନ୍ଙ୍କୁ ଛାଡ଼ି ପାରୁନାହାନ୍ତି ନବୀନ, କାହିଁକି ଏମିତି କହି ଟାର୍ଗେଟ୍ କଲେ…
ଭୁବନେଶ୍ୱର,୨୯ା୮(ରବିନାରାୟଣ ଜେନା): କଳା ଟଙ୍କା ପାଇଁ ଭି.କେ. ପାଣ୍ଡିଆନ୍ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାଡ଼ି ପାରୁନାହାନ୍ତି ବୋଲି ଭାଜପା ନେତା ତଥା ଆସିକା ବିଧାୟକ ସରୋଜ ପାଢ଼ୀ କହିଛନ୍ତି। ଦିନକ ପୂର୍ବରୁ ବିଜେଡିର ଖବରଦାତା ସମ୍ମିଳନୀରେ ମୁଖପାତ୍ର ଲେନିନ୍ ମହାନ୍ତି…
ଅଶୋକ ପଣ୍ଡାଙ୍କ ବିସ୍ଫୋରକ ବୟାନ: ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କାହାର ବ୍ୟକ୍ତିଗତ…
ଭୁବନେଶ୍ୱର,୨୮ା୮: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି।…
ନବୀନ ନିବାସରେ ପହଞ୍ଚିଲେ ରାଜ୍ୟପାଳ, ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ…
ଭୁବନେଶ୍ୱର,୨୫ା୮: ନବୀନ ନିବାସରେ ସୋମବାର ପହଞ୍ଚିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ନିକଟରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ନବୀନ ଘରକୁ ଫେରିଥିବାବେଳେ ଆଜି…
ନବୀନଙ୍କ ସହ ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ, କହିଲେ ଏବେ…
ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ମୋଦି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ…
ସୁସ୍ଥ ହେଉଛନ୍ତି ନବୀନ, ଆଜି ହୋଇପାରନ୍ତି ଡିସ୍ଚାର୍ଜ
ଭୁବନେଶ୍ୱର,୧୮ା୮: ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି। ସୂଚନାନୁଯାୟୀ, ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍ ଅଲ୍ଟିମେଟ୍ରେ ସନ୍ଧ୍ୟା ପ୍ରାୟ ୫ଟା…
ଗୋଟିଏ ମିନିଟ୍ରେ ସସ୍ପେଣ୍ଡ୍ କରିଦେବି କହିଲେ ପାଣ୍ଡିଆନ, କାହାକୁ କାହିଁକି ଏମିତି କହିଲେ…
ଭୁବନେଶ୍ୱର, ୧୮ା୮(ସୁନିତ୍ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଉକ୍ତ ଘରୋଇ…
ବଳଙ୍ଗା ଘଟଣାକୁ ନେଇ ବର୍ଷିଲେ ନବୀନ: ମୋହନ ସରକାରଙ୍କୁ କହିଦେଲେ ବଡ଼ କଥା
ଭୁବନେଶ୍ୱର,୧୯ା୭(ସୁନିତ୍ ମିଶ୍ର): ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ କେତେଜଣ ନିଆଁ ଲଗାଇବା ଘଟଣା ଗଭୀର ମର୍ମାହତ କରିଛି। ଦିନ ଦ୍ୱିପ୍ରହରରେ ଏଭଳି ହତ୍ୟା କରିବା ଉଦ୍ୟମକୁ ତୀବ୍ର ବିରୋଧ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ନବୀନ…
ବବି ଆଇସିୟୁରେ ଭର୍ତ୍ତି ହେବା ପରେ ମୁହଁ ଖୋଲିଲେ ନବୀନ, ମୋହନ ସରକାରଙ୍କୁ କହିଦେଲେ…
ଭୁବନେଶ୍ୱର,୧୬।୭: ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡିର ହଜାର ହଜାର କର୍ମୀ ଲୋୟର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରିଥିଲେ। ଏହି ସମୟରେ ସେମାନଙ୍କ…
ମୁମ୍ବାଇରୁ ଆସି ଟ୍ବିଟ୍ କଲେ ନବୀନ, କହିଦେଲେ ଏତେ ବଡ଼କଥା
ଭୁବନେଶ୍ବର,୧୩।୭: ବାଲେଶ୍ବରର ଏଫଏମ କଲେଜ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ଏମ୍ସରେ ଛାତ୍ରୀଜଣକ ଜୀବନମରଣ ନେଇ ଗତି କରୁଥିବାବେଳେ ମନ୍ତ୍ରୀମାନେ ସେଠାରେ ଭିଡ ଜମାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଉ କିଛି ସମୟରେ ସେଠରେ ପହଞ୍ଚିବେ ବୋଲି…
Archives


