ନବୀନ ନିବାସରେ ପହଞ୍ଚିଲେ ଭାଇ ପ୍ରେମ ପଟ୍ଟନାୟକ, ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ… ଭୁବନେଶ୍ୱର,୨୨ା୮: ନବୀନ ନିବାସରେ ପହଞ୍ଚିଛନ୍ତି ବଡ଼ ଭାଇ ପ୍ରେମ ପଟ୍ଟନାୟକ। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରେମ ପଟ୍ଟନାୟକ। ବୁଧବାର ରାତିରେ ସୁସ୍ଥ ହୋଇ ହସ୍ପିଟାଲରୁ ନବୀନ ଫେରିଛନ୍ତି। ଡିହାଇଡ୍ରେସନ ଯୋଗୁ ଗତ ୧୭ ଅଗଷ୍ଟ ଅପରାହ୍ନରେ ସେ ଏକ...