ନବୀନ, ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ: ଝୋଟ ବ୍ୟାଗ୍ରେ ହୋଇଥିଲା…. ଭୁବନେଶ୍ୱର,୬।୯: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ହୋଇଛି । ଏ ନେଇ ଜଣେ ଆଇନଜୀବୀ ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୋ ସ୍କୁଲ ଓ ଝୋଟ ବ୍ୟାଗ ବଣ୍ଟନରେ କୋଟି କୋଟି…