ହସ୍ପିଟାଲରୁ ନବୀନଙ୍କୁ ନେଇ ଆସିଲା ବଡ଼ ଖବର; ଜଣାପଡିଗଲା… ଭୁବନେଶ୍ୱର,୧୯।୮: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏନେଇ ହସ୍ପିଟାଲରୁ ଆସିଛି ବଡ଼ ଖବର। ସ୍ବାସ୍ଥ୍ୟାବସ୍ଥା ନେଇ ଜଣାପଡିଛି ବଡ଼ କବର। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ରବିବାର...