ଅମ୍ବାନୀ ପରିବାର ସହ ‘ନବରାତ୍ରି’ ପାଳନ କରିଛନ୍ତି ଧୋନି; ମେଳାରେ ନିଜ ପତ୍ନୀଙ୍କ ସହ କଲେ ଏମିତି ଭିଡିଓ ହେଉଛି ଭାଇରାଲ
ମୁମ୍ବାଇ,୧୯।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ଗୁଜୁରାଟର ଜାମନଗରରେ ଅଛନ୍ତି। ରବିବାର ସାରେ ସେ ସେଠାରେ ଆୟୋଜିତ ଏକ ନବରାତ୍ରି ମେଳାରେ ଯୋଗ ଦେଇଥିଲେ। ଏହି ବିଶାଳ ଉତ୍ସବଟି ରିଲାଏନ୍ସ ଟାଉନଶିପରେ ଆୟୋଜିତ ହେଉଛି।…
ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ବରଗଡ଼ର ମା’ ସମଲେଶ୍ୱରୀ: ମନ୍ଦିରରେ ଭକ୍ତଙ୍କ ଗହଳି
ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ): ଶାରଦୀୟ ନବରାତ୍ର ପୂଜା ଅବସରରେ ସୋମବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତମାନେ ଧୂପ,…

