ବ୍ରିକ୍ସ ପ୍ଲସ୍ ନୌସମରାଭ୍ୟାସ ଆରମ୍ଭ
କେପ୍ ଟାଉନ୍,୧୧ା୧: ଦକ୍ଷିଣ ଆଫ୍ରିକା ସମୁଦ୍ରରେ ଚାଇନା, ରୁଷିଆ ଏବଂ ଇରାନ ଶନିବାରଠାରୁ ସପ୍ତାହବ୍ୟାପୀ ମିଳିତ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଜାହାଜ ଚଳାଚଳ ଏବଂ ସାମୁଦ୍ରିକ ଆର୍ଥତ୍କ କାରବାରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ରିକ୍ସ ପ୍ଲସ୍ ସମରାଭ୍ୟାସ...


