NATOର କଡ଼ା ପଦକ୍ଷେପ: ୬ ଦେଶର ସୈନ୍ୟ ହଠାତ୍ ପହଞ୍ଚିଲେ ଗ୍ରୀନ୍ଲାଣ୍ଡରେ, ଜାଣନ୍ତୁ କାହିଁକି… ଓ୍ବାଶିଂଟନ,୧୫ା୧: ଗ୍ରୀନଲାଣ୍ଡର ସୁରକ୍ଷା ନେଇ ଅନ୍ତର୍ଜାତୀୟ ଚିନ୍ତା ତୀବ୍ର ହୋଇଛି। ଗ୍ରୀନଲାଣ୍ଡକୁ ଯେକୌଣସି ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ନାଟୋ ଦେଶମାନେ ସେମାନଙ୍କର ପ୍ରୟାସ ବୃଦ୍ଧି କରିଛନ୍ତି। ଏପର୍ଯ୍ୟନ୍ତ ଡେନମାର୍କର ଅନୁରୋଧକୁ ଗ୍ରହଣ କରି ୬ଟି ନାଟୋ ଦେଶ…