୭୧ତମ ଜାତୀୟ ପୁରସ୍କାର: ଆଗରେ ରାଣୀ ମୁଖାର୍ଜୀ, ବିକ୍ରାନ୍ତ ମେସି ନୂଆଦିଲ୍ଲୀ,୩୧।୭: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ମେସି ଓ ରାଣୀ ମୁଖାର୍ଜୀ ମୁଖ୍ୟ ଦାବିଦାର ଭାବେ ଆଗରେ ରହିଛନ୍ତି। ‘୧୨ଥ ଫେଲ’ରେ ବିକ୍ରାନ୍ତଙ୍କ ଅଭିନୟ ଓ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ରେ ରାଣୀଙ୍କ ଭୂମିକା ବର୍ଷର ଶ୍ରେଷ୍ଠ...