ଜୟପାଟଣା-ନର୍ଲାକୁ ନୂଆ ଏନ୍ଏସି ମାନ୍ୟତା, ବାଦ୍ ପଡ଼ିଲା ଏମ୍.ରାମପୁର ଭବାନୀପାଟଣା,୩୧ା୮(ଉତ୍ତମ କୁମାର ଦାଶ): ରାଜ୍ୟ ସରକାର ରବିବାର ସ୍ବାୟତ୍ତ୍ୱ ଶାସନ ଦିବସ ଅବସରେ ରାଜ୍ୟରେ ୧୬ ଟି ନୂଆ ଏନ୍ଏସି ଓ ମ୍ୟୁନିସିପାଲିଟିର ନାମ ଘୋଷଣା କରିଛନ୍ତି। ଏହି ନୂଆ ଏନ୍ଏସିରେ କଳାହାଣ୍ଡି ଜିଲାର ଜୟପାଟଣା ଓ ନର୍ଲା ସ୍ଥାନ...