Tag Archives: narendra modi

ଟ୍ରମ୍ପଙ୍କ ପ୍ରଶଂସା ଶୁଣି ମୋଦି ଦେଲେ ଏମିତି ଜବାବ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୬।୯: ଗତ କିଛି ଦିନ ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର ବଦଳି ଯାଇଛି। ଭାରତ ଉପରେ ଟାରିଫ୍‌ ଲାଗୁ କରିବା ପରେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହୁଛନ୍ତି। ଅନ୍ୟପକ୍ଷରେ, ସେ ତାଙ୍କୁ ପ୍ରଶଂସା…

”ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନକୁ ଲାଇଭ୍ ଅପଡେଟ୍ ଦେଇଥିଲା ଚାଇନା”, ସବୁ ଭୁଲି ହାତ ମିଶାଇଲେ ମୋଦି

ନୂଆଦିଲ୍ଲୀ,୩୧।୮: କଂଗ୍ରେସ୍‌ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ ଉପରେ କଟାକ୍ଷ କରିଛି, ଭାରତ ବିରୋଧୀ ଚାଇନା ଆଗରେ ମୁଣ୍ଡ ନୁଆଁଇବା ଅଭିଯୋଗ କରିଛି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଚାଇନା ଭାରତ ପ୍ରତି ବାରମ୍ବାର…

ମୋଦିଙ୍କୁ ୭୫ ବର୍ଷରେ ଅବସର ନେବାକୁ କହିଥିଲେ କି ମୋହନ ଭାଗବତ ? ପ୍ରଥମଥର ପାଇଁ ଖୋଲିଲେ ମୁହଁ

ନୂଆଦିଲ୍ଲୀ,୨୮।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଭାଜପା ଓ ଆରଏସଏସରେ ୭୫ ବର୍ଷ ବୟସ ସୀମାରେ ଅବସର ନେବା ନୀତି ସମ୍ପର୍କିତ ଜଳ୍ପନାକୁ ଖଣ୍ଡନ କରିଛନ୍ତି। ଏହି ଜଳ୍ପନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ମାସରେ…

ତେଜପ୍ରତାପଙ୍କ ସ୍ବପ୍ନରେ ଆସିଲେ ମୋଦି: କହିଲେ, ଭାଜପାକୁ ଆସ… ମିଳିଲା ଏମିତି ଜବାବ

ପାଟନା,୨୪।୭: କିଛି ମାସ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ଲାଲୁ ପରିବାର ବହୁତ ଚର୍ଚ୍ଚାରେ ଅଛନ୍ତି। ଏହାର କାରଣ ହେଉଛି ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ପରିବାର ଏବଂ ଦଳରୁ ବହିଷ୍କୃତ…

ଅଗଷ୍ଟ ୧ ପୂର୍ବରୁ ଭାରତକୁ ଏହି ଗୁଡ୍‌ନ୍ୟୁଜ୍‌ ଦେବ ଆମେରିକା! ଭାରତବାସୀଙ୍କ ପାଇଁ ହେବ ଖୁସିଖବର

ନୂଆଦିଲ୍ଲୀ,୨୦।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଖୁବ ଶୀଘ୍ର ସ୍ଥିର ହୋଇପାରେ। ନିକଟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ମଧ୍ୟ ସମାପ୍ତ ହୋଇଥିଲା। ଏଥିରେ ବାଣିଜ୍ୟ ଚୁକ୍ତିର ଚୂଡ଼ାନ୍ତ ରୂପରେଖା ଦିଆଯିବାର ଥିଲା। ଏହି ଚୁକ୍ତିକୁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ…

ଆରଏସଏସ ମୁଖ୍ୟଙ୍କ ୭୫ ବର୍ଷରେ ଅବସର ବୟାନ: ମୋଦିଙ୍କୁ କଟାକ୍ଷ କଲା କଂଗ୍ରେସ

ନୂଆଦିଲ୍ଲୀ,୧୧।୭: ଆରଏସଏସ ମୁଖ୍ୟ ମୋହନ ଭାଗବତ ବୁଧବାର କହିଛନ୍ତି ଯେ ୭୫ ବର୍ଷ ବୟସରେ ନେତାମାନେ ଅବସର ନେବା ଉଚିତ। ଏହି ବୟାନକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କଟାକ୍ଷ କରିଛି। ଆଗାମୀ ସେପ୍ଟେମ୍ବରରେ ମୋଦି ଓ…

ଆର୍ଜେଣ୍ଟିନାରେ ପହଞ୍ଚିଲେ ମୋଦି: ୫୭ ବର୍ଷ ପ୍ରଥମଥର ଘଟିଲା…

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାଙ୍କର ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଏହି କ୍ରମରେ ସେ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି। ଏହି ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ। କାରଣ ଗତ ୫୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ…

ଭାଜପା ଅଧ୍ୟକ୍ଷ ଚୟନ ପାଇଁ ଚାଲିଛି କସରତ: ଆରଏସ୍‌ଏସ୍‌ ପାଖରେ ଅଟକିଛି ପେଞ୍ଚ

ନୂଆଦିଲ୍ଲୀ,୩୦ା୬:ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ବିଳମ୍ବିତ ହେଉଛି। ଏହାକୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମଧ୍ୟରେ ଅଚଳାବସ୍ଥା ଲାଗିରହିଛି। ନଡ୍ଡାଙ୍କ କାର୍ଯ୍ୟକାଳ…

ମୋଦିଙ୍କୁ ସ୍ପେଶାଲ୍‌ ଡିନର୍‌ ପାଇଁ ନିମନ୍ତ୍ରଣ ପଠାଇଲା ବ୍ରାଜିଲ୍‌: ରାଗରେ ନିଆଁବାଣ ହେଲା ଚାଇନା

ରିଓ ଡି ଜେନେରିଓ,୨୬।୬: ବ୍ରାଜିଲର ରିଓ ଡି ଜେନେରିଓରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀ ପାଇଁ ବ୍ରାଜିଲ ଯିବେ ନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଯିବାର ଯୋଜନା ବାତିଲ…

RJD ଗୋଡ଼ ତଳେ ରଖେ, ମୁଁ କିନ୍ତୁ ତାଙ୍କୁ ହୃଦୟରେ ରଖେ… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ପାଟନା,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ସିୱାନରେ ରାଲିକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଏହି ମଞ୍ଚରୁ ହଜାର ହଜାର କୋଟି ଟଙ୍କାର ଯୋଜନାର ଶିଳାନ୍ୟାସ କରାଯାଇଛି। ଏହି ସମସ୍ତ ବିକାଶ…

୩୫ ମିନିଟର ଫୋନ କଲରେ ଟ୍ରମ୍ପଙ୍କ ଉପରେ ଖୁବ ରାଗିଲେ ମୋଦି, ସିଧା ସିଧା ଶୁଣାଇଲେ ଏମିତି

ଓ୍ବାଶିଂଟନ/ନୁଆଦିଲ୍ଲୀ,୧୮।୬: ଅପରେଶନ ସିନ୍ଦୂର ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ଜୁନ ୧୮, ୨୦୨୫) ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ସହ…

ହଠାତ୍‌ ଟ୍ରମ୍ପଙ୍କୁ ଫୋନ୍‌ କଲେ ମୋଦି: ଏମିତି କ’ଣ ହେଲା ଆମେରିକା ଯିବାକୁ ମନା କରିଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଅପରେଶନ ସିନ୍ଦୂର ବିଷୟରେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୩୫ ମିନିଟ ଧରି କଥା ହୋଇଥିଲେ। ଟ୍ରମ୍ପଙ୍କ ଅନୁରୋଧରେ ଆଜି ଦୁଇ ନେତା ଫୋନ୍‌ରେ କଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri