ମୋ ପାଇଁ ଏହା ବ୍ୟକ୍ତିଗତ କ୍ଷତି..କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୮।୨: ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଛତିଶଗଡର ଡୋଙ୍ଗରଗଡରେ ସମାଧି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ଗତ ବର୍ଷ ଶେଷରେ ସେ ଡୋଙ୍ଗରଗଡର ଚନ୍ଦ୍ରଗିରି ଜୈନ ମନ୍ଦିର ଗସ୍ତକୁ ଭୁଲି ପାରିବେ…
ଏଥର ଭାଜପା ୩୭୦ ପାର…, ରାଷ୍ଟ୍ରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାର
ନୂଆଦିଲ୍ଲୀ,୧୮।୨: ଭାରତୀୟ ଜନତା ପାର୍ଟି (ଭାଜପା) ର ରବିବାର ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଉପସ୍ଥିତ ନେତାମାନଙ୍କୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଏବଂ ବିରୋଧୀ ଦଳ ଉପରେ କଡ଼ା ଆକ୍ରମଣ କରିଥିଲେ। ଏହି ଅବସରରେ…
ଆଜି ୨ ରାଜ୍ୟକୁ କୋଟି କୋଟି ଟଙ୍କା ଉପହାର ଦେବେ ମୋଦି
ନୂଆଦିଲ୍ଲୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଏବଂ ହରିୟାଣାରେ ୨୬,୭୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ବିକଶିତ ଭାରତ, ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ…
ବିଦେଶ ମାଟିରେ ବଡ଼ ଘୋଷଣା କଲେ ମୋଦି
ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତରେ ଅଛନ୍ତି। ଏଠାରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ୟୁଏଇରେ UPI ସିଷ୍ଟମ କାର୍ଯ୍ୟକ୍ଷମ ହେବ ଏବଂ ଭାରତରେ ଯେଉଁଭଳି UPI ସେବା ପାଇବେ, ସେହିଭଳି ସୁବିଧା ମଧ୍ୟ ଏଠାରେ ଉପଲବ୍ଧ…
Video: କଂଗ୍ରେସ ତାଙ୍କ ଯୁବରାଜଙ୍କୁ ଷ୍ଟାର୍ଟଅପ୍ ଭାବେ ଲଞ୍ଚ କରିଛି, ହେଲେ ଯୁବରାଜ ମୂଳରୁ ଷ୍ଟାର୍ଟ ହେଉନାହାନ୍ତି: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୭।୨: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ସମ୍ବୋଧନ କରି ନାଁ ନନେଇ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। କଂଗ୍ରେସ ଏବେ ସେମାନେ ତାଙ୍କ ଯୁବରାଜଙ୍କୁ ଏକ ଷ୍ଟାର୍ଟଅପ୍ ଦେଇଛନ୍ତି। ହେଲେ ଯୁବରାଜ ଲିଫ୍ଟ ହେଉଛନ୍ତି ନା ଲଞ୍ଚ ହେଉଛନ୍ତି, ଯୁବରାଜ…
ଖାର୍ଗେଙ୍କ ଗୋଟିଏ କଥା ଶୁଣି ମୁଁ ବହୁତ ଖୁସି; କାହିଁକି ସଂସଦରେ ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୭।୨ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ୍ ପ୍ରସ୍ତାବର ଜବାବ ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଟାର୍ଗେଟ୍ କରିଛନ୍ତି। କିନ୍ତୁ ସେ ଏପରି ବିବୃତ୍ତି ଦେଇଛନ୍ତି ଯାହା…
‘ଏଥର ୪୦୦ ଅତିକ୍ରମ କରିବ’, ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଆସନ୍ତା ଲୋକ ସଭା ନିର୍ବାଚନରେ ଭାଜପା ୩୭୦ଟି ଆସନ ଏବଂ ଏନଡିଏ ୪୦୦ରୁ ଅଧିକ ଆସନ ମିଳିବ। କଂଗ୍ରେସ ଉପରେ କଟାକ୍ଷ କରି ସେ କହିଛନ୍ତି, ବିରୋଧୀ ଦଳ…
ଓଡ଼ିଶା ଗସ୍ତରେ ଆସି ୬୮୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ମୋଦି ସମ୍ବଲପୁର ଆଇଆଇଏମ୍ର ନବନିର୍ମିତ କୋଠାର ଲୋକାର୍ପଣ କରିବା ସହିତ…
ଫେବୃଆରୀରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!
ନୂଆଦିଲ୍ଲୀ,୨୫।୧: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ। ତେବେ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା,…
ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଝାଡଖଣ୍ଡର ଗୋଡ୍ଡାର ଭାଜପା ଏମ୍ପି ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ…
ମୋଦିଙ୍କ ୩୨ ବର୍ଷର ସ୍ବପ୍ନ ହେବ ପୂରଣ
ନୂଆଦିଲ୍ଲୀ,୧୪।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କରିବେ। ଏହି ବିଶେଷ ଦିନ ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବା ସହ ତାଙ୍କର ୩୨ ବର୍ଷ ପୁରୁଣା ସଂକଳ୍ପ ମଧ୍ୟ…
ଆଜିଠାରୁ ୧୧ ଦିନର ସ୍ବତନ୍ତ୍ର ରୀତିନୀତି ଆରମ୍ଭ କରିବେ ମୋଦି: ଅଡ଼ିଓ ବାର୍ତ୍ତାରେ କହିଲେ ଏମିତି କଥା
ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଏକ ଅଡିଓ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୧୧ ଦିନ ବାକି ଅଛି। ମୁଁ…
Archives


