ଯୁବଗୋଷ୍ଠୀଙ୍କ ମୁହଁରେ ହସ ଫୁଟାଇଲେ ମୋଦି: ମିଳିବ ୧୫ ହଜାର ଟଙ୍କା ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାର ପ୍ରାଚୀରରେ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ସେ ଦେଶକୁ ସମ୍ବୋଧିତ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ ଅନେକ ଘୋଷଣା ମଧ୍ୟ କରିଛନ୍ତି। GST ସମୀକ୍ଷା ସହିତ, ପ୍ରଧାନମନ୍ତ୍ରୀ…