କଂଗ୍ରେସ ଭବନ ବାହାରେ ହାଇଡ୍ରାମା, ପିସିସି ସଭାପତି କହିଲେ ନାଣ୍ଡୁ ଧଳଙ୍କୁ ଦଳରେ… ଭୁବନେଶ୍ୱର,୧୫ା୧୦: କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତି ସ୍ପଷ୍ଟମତ ରଖିଛନ୍ତି। ସେ ଖୋଲାଖୋଲି ଭାବରେ କହିଛନ୍ତି ଯେ, ନାଣ୍ଡୁ ଧଳ ଜଣେ ଆପରାଧିକ ଚରିତ୍ରର ବ୍ୟକ୍ତି। ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ। ସଦସ୍ୟତା ମଗା ଯାଏ,...