ନନ୍ଦୋତ୍ସବରେ ବଡ଼ ଅଘଟଣ, ଦହି ହାଣ୍ଡି ଭାଙ୍ଗିବା ବେଳେ ୩୨ ବର୍ଷିୟ ‘ଗୋବିନ୍ଦ’ଙ୍କ ମୃତ୍ୟୁ, ୩୦ ଆହତ ମୁମ୍ବାଇ,୧୬୧।୮: ମୁମ୍ବାଇରେ ଦହି ହାଣ୍ଡି ମହୋତ୍ସବ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାନଖୁର୍ଦ ଅଞ୍ଚଳର ମହାରାଷ୍ଟ୍ର ନଗରରେ ରଶି ବାନ୍ଧୁଥିବା ସମୟରେ, ୩୨ ବର୍ଷୀୟ ଗୋବିନ୍ଦ ଜଗମୋହନ ଶିବକିରଣ ଚୌଧୁରୀ ତଳେ ପଡ଼ଯାଇଥିଲେ। ଏହାପରେ ତାଙ୍କୁ ଶତାବ୍ଦୀ ହସ୍ପିଟାଲକୁ...