ରାଜନୀତିରୁ ଅବସର ନେବେ କମଲ ନାଥ! ଭାଜପାରେ ଯୋଗଦେଇପାରନ୍ତି ପୂଅ-ବୋହୂ ନୂଆଦିଲ୍ଲୀ,୧୮।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ଏସବୁ ଭିତରେ ଆଉ ଏକ ଚର୍ଚ୍ଚା ହେଉଛି କମଲ ନାଥ ଭାଜପାରେ ରାଜନୀତିରୁ ଅବସର ଘୋଷଣା କରିବେ। ତାଙ୍କ ପୁଅ ତଥା ଏମ୍ପି ନକୁଲ...