ତାମିଲନାଡୁ BJPର ନୂଆ ଅଧ୍ୟକ୍ଷ ନୈନାର ନାଗେନ୍ଦ୍ରନ୍ କିଏ? ଜୟଲଳିତାଙ୍କ ଥିଲେ ଖାସ୍, ୨୦୨୬ରେ ଷ୍ଟାଲିନ୍ଙ୍କୁ… ଚେନ୍ନାଇ,୧୧।୪: ଭାଜପାର ତାମିଲନାଡୁ ୟୁନିଟର ସଭାପତି ଭାବରେ ନୈନାର ନାଗେନ୍ଦ୍ରନ ନିର୍ବାଚିତ ହୋଇଛନ୍ତି। ସେ ତାମିଲନାଡୁ ଭାଜପା ୟୁନିଟର ୧୩ତମ ସଭାପତି ହୋଇଛନ୍ତି। ତାମିଲନାଡୁ ବିଧାନସଭାରେ ଭାରତୀୟ ଜନତା ପାର୍ଟିର ନେତା ଏବଂ ଜୟଲଳିତାଙ୍କ ସରକାରରେ ପୂର୍ବତନ ଏଆଇଏଡିଏମ୍କେ ବିଧାୟକ...