ଜ୍ୟୋତିଙ୍କ ପରି ଧରାପଡିଲେ ସୁନୀତା! ୨ଥର ଡେଇଁଥିଲେ ବର୍ଡର, ନିଜ ଛୋଟ ପୁଅକୁ ଛାଡି… ନୂଆଦିଲ୍ଲୀ,୨୭।୫: ହରିୟାଣାର ହିସାରର ବାସିନ୍ଦା YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗୁପ୍ତଚର ଅଭିଯୋଗରେ ଜେଲ ପଠାଇ ଦିଆଯାଇଛି। ସେ ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଏଜେଣ୍ଟମାନେ ମଧ୍ୟ ତାଙ୍କର ବନ୍ଧୁ ଥିଲେ। ସେହିପରି, ମହାରାଷ୍ଟ୍ରର...