ଶକ୍ତିଶାଳୀ ଭୂମିକମ୍ପ ପରେ ମିଆଁମାର ବିଶାଳ ହସ୍ପିଟାଲରେ ଭୟାଭୟ ପରିସ୍ଥିତି ନୂଆଦିଲ୍ଲୀ,୨୮ା୩: ମିଆଁମାର ରାଜଧାନୀ ନେପିଡାରେ ଥିବା ଏକ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଶୁକ୍ରବାର ଘଟିଥିବା ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ଏଠାରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଶତାଧିକ ରୋଗୀମାନେ ପ୍ରଭାବିତ ହୋଇଥିବା କୁହାଯାଉଛି।...