ମୁସକାନ, ପ୍ରଗତି ପରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା: ସ୍ୱାମୀଙ୍କୁ କଫିରେ ବିଷ ପିଆଇଲେ ସ୍ତ୍ରୀ ନୂଆଦିଲ୍ଲୀ,୨୮ା୩: ସମ୍ପ୍ରତି ସ୍ତ୍ରୀମାନେ ସେମାନଙ୍କ ପ୍ରେମିକଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରିବାର ଖବର ବହୁତ ବଢ଼ିଯାଇଛି। ପ୍ରଥମେ ମୁସକାନ, ତା’ପରେ ପ୍ରଗତି ଏବେ ମୁଜାଫରପୁରର ପିଙ୍କି ନାମକ ମହିଳା ପ୍ରେମିକଙ୍କ ସାହାଯ୍ୟରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି।...