T20 World Cup: ଭାରତ ଆସିବନି ବାଂଲାଦେଶ କ୍ରିକେଟ ଟିମ୍, ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ ଖେଳିବା ନେଇ ଆଗ୍ରହ ନୂଆଦିଲ୍ଲୀ,୪।୧: BCCI ନିର୍ଦ୍ଦେଶରେ ମିସ୍ତାଫିଜୁରଙ୍କୁ କେକେଆରରୁ ବାଦ୍ ଦେବା ପରେ ପାଲଟା ପଦକ୍ଷେପ । T-୨୦ ବିଶ୍ବକପ୍ ଖେଳିବାକୁ ଭାରତ ଆସିବନି ବୋଲି କହିଲା ବାଂଲାଦେଶ । ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ନିଷ୍ପତ୍ତି ନେଇଛି ଯେ ଏହା T୨୦...